Saturday, February 13, 2021

ମାଧୁରୀ ମାଡାମ ଓ ମୁଁ

 

ମାଧୁରୀ ମାଡାମ ଓ ମୁଁ


ମୋ ନାଁ ସ୍ୱରୂପ ଓ ମୁଁ ବର୍ତମାନ ଗୋଟିଏ ରାଷ୍ଟ୍ରାୟତ ବ୍ୟାଙ୍କ ରେ ଜଣେ ଉଚ୍ଚ ପଦସ୍ଥ ଅଫିସର ଓ ଭୁବନେଶ୍ୱର ରେ ଅବସ୍ଥାପିତ. ଆଜି ବ୍ୟାଙ୍କ ରେ ଏକ ମୀଟିଙ୍ଗ ଅଛି ସରକାରଙ୍କ  ସହ. କିଛି ସରକାରୀ କାର୍ଯ୍ୟକ୍ରମ ରେ ଆମ ବ୍ୟାଙ୍କ କିଛି ଟଙ୍କା  ଇନଭେଷ୍ଟ କରିବାକୁ ସରକାରଙ୍କ ତରଫରୁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଫାଇନାଲ ସେଫ ଦେବାପାଇଁ ଆଜିର ଏ ମୀଟିଙ୍ଗ.

ସରକାରଙ୍କ  ତରଫରୁ ଫାଇନାନ୍ସ ଡିପାର୍ଟମେଣ୍ଟ ର ସ୍ୱତନ୍ତ୍ର ସଚିବ  ମାଧୁରୀ ନାୟକ ମାଡାମ  ଆସୁଛନ୍ତି. ମାଧୁରୀ ମାଡାମଙ୍କ ନାଁ ଶୁଣିଲା ପରଠୁ ମୋତେ ମନଟା  କେମିତି କେମିତି ଲାଗୁଛି. ତାଙ୍କୁ କେମିତି ସାମ୍ନା କରିବି?? 25 ବର୍ଷ ତଳେ ତାଙ୍କ ପ୍ରତି ମୁଁ ଯାହା ଅନ୍ୟାୟ  କରିଛି??  ମନଟା  ହଠାତ flashback ରେ ଚାଲିଗଲା.
ଏହା  ପ୍ରାୟ 25 ବର୍ଷ ତଳର କଥା . ବାପା ଭୁବନେଶ୍ୱର ରେ ଜଣେ ସ୍ୱଳ୍ପ ବେତନ ଭୋଗୀ କର୍ମଚାରୀ ଭାବେ  କାର୍ଯ୍ୟ କରୁଥିଲେ. ମୁଁ ଘରର ସାନ ପୁଅ ମୋ ଉପରେ ବଡ ଭାଇ ଓ ତାଙ୍କ ତଳେ ଜଣେ ଭଉଣୀ. ବଡଭାଇ କଟକ ରେ ମେଡିକାଲ ପଢୁଥିଲେ ଓ ପଢା ସମୟ ରେ ହିଁ ତାଙ୍କର ଜଣେ ଜୁନିଅର ସହପାଠିନୀଙ୍କୁ ଭଲ ପାଇଗଲେ ଓ ପଢା ସରୁସରୁ  ବାହାହୋଇଗଲେ.

ଯେହେତୁ ସେ ଝିଅଟି ଅନ୍ୟ ଜାତିର ବାପା ରାଗିଯାଇ ତାଙ୍କୁ ଘରୁ ବାହାର କରିଦେଲେ ଓ ବାହାଘର ପରେ ଦୁହେଁ ଓଡିଶା ଛାଡି ବାହାରକୁ ଚାଲିଗଲେ ଓ ଘର ସହ ସମସ୍ତ ସମ୍ପର୍କ  କାଟିଦେଲେ. ଭାଇଙ୍କ ପଢାପଢି ରେ ବାପା ପ୍ରାୟ ତାଙ୍କ ସମସ୍ତ ସଂଚୟ ଖର୍ଚ୍ଚ କରିଦେଇଥିଲେ. ପରେ ଭଉଣୀର ବାହାଘର ବେଳେ କିଛି ଧାର କରଜ କରିଦେଇଥିଲେ ଓ ଘରର ଆର୍ଥିକ ଅବସ୍ଥା ଖରାପ ଆଡକୁ ଯାଉଥିଲା.

ଏ ପରିସ୍ଥିତି ରେ ଅନ୍ୟ ଲାଇନ ରେ ନ ଯାଇ ସେଇ ଗତାନୁଗତିକ ପାଠ BA ଓ ପରେ ବାଣୀ ବିହାର ରୁ MA ପାସ କଲି ଯଦିଓ ମୁଁ  ଗୋଟିଏ ମେଧାବୀ ଛାତ୍ର ଥିଲି. ମୋ ପାଠ ସରିଲା ବେଳକୁ ବାପା ଅବସର ଗ୍ରହଣ କରିସାରିଲେଣି ଅବସର ପରେ ଯାହା କିଛି ଟଙ୍କା ମିଳିଲା ତାହା କରଜ ସୁଝିବାରେ ଗଲା.

ଯାହା କିଛି ପେନସନ ମିଳୁଥିଲା ସେଥିରେ ଘର ଖର୍ଚ୍ଚ ଓ ମୋର compitative ପରୀକ୍ଷା ର ଫିଜ଼ ଦେବାକୁ ନିଅଣ୍ଟ. ଘର ପରିସ୍ଥିତି ଦିନକୁ ଦିନ ଖରାପ ଆଡକୁ ଯାଉଥିଲା. ତେଣୁ ଦିନେ ବାପା ନିଜର ଦୁଃଖ କଥା ତାଙ୍କ ବିଭାଗର ସଚିବଙ୍କୁ ଜଣାଇଲେ. ସଚିବ ଜଣକ ଖୁବ ଭଲ ଥିଲେ ଓ ବାପାଙ୍କୁ ଭଲ ପାଉଥିଲେ.

ବାପାଙ୍କ କଥା ଶୁଣି ସେ ସାଙ୍ଗେ ସାଙ୍ଗେ  ଜିଲ୍ଲା କଲେକ୍ଟରଙ୍କୁ ଫୋନ ରେ ମୋ ବିଷୟରେ କହିଲେ. ସେତେବେଳେ କଲେକ୍ଟର ମାନେ ଖୁବ powerful ଥିଲେ ଓ ସାଙ୍ଗେ ସାଙ୍ଗେ ମୋତେ ଗୋଟିଏ  ଅସ୍ଥାୟୀ କିରାଣୀ ଭାବେ ନିଜକ୍ତି ଦେଇଦେଲେ. ଯଦିଓ ମୋର ସେଇ ଚାକିରୀ ରେ  ମନ ନଥିଲା କିନ୍ତୁ ଘରର ପରିସ୍ଥିତି କୁ ଦେଖି ବାଧ୍ୟହୋଇ ସେଇ ଚାକିରୀ ରେ ଯୋଗଦେବାକୁ  ବାହାରିଲି
ଫୁଲବାଣୀ ରେ ପହଂଚି ମୋ ନିଯୁକ୍ତି  ପତ୍ର ସଂଗ୍ରହ କଲି. ମୋର ନିଯୁକ୍ତି ଜିଲ୍ଲା ଠାରୁ ପ୍ରାୟ 30 କିଲୋମିଟର ଦୂର ରେ ହୋଇଥିଲା. ପର ଦିନ ନିଯୁକ୍ତି ପତ୍ର ନେଇ ବ୍ଲକ ରେ ପହଞ୍ଚିଲି. ବ୍ଲକର BDO ଜଣେ ମାଡାମ ଥିଲେ. ତାଙ୍କ ନାଁ ମାଧୁରୀ ନାୟକ. OAS ଅଫିସର ଭାରି ଡ଼ଣ୍ଠl. ବୟସ ପ୍ରାୟ 34/35. ଖୁବ ଆକର୍ଷଣୀୟ ଚେହେରା.

ବ୍ଲକର ସମସ୍ତ କର୍ମଚାରୀ ତାଙ୍କ ନାଁ ଶୁଣିଲେ ଥରହର. ମୁଁ ବ୍ଲକ ରେ ପହଁଚିଲା ବେଳକୁ ସେ ଟୁର ରେ ଯାଇଥିଲେ. ଅପେକ୍ଷା କଲି ସେ ଫେରିଲା ଯାଏଁ. ଆସିଲା ପରେ ମୁଁ ମୋ ନିଯୁକ୍ତି ପତ୍ର ସହ ଜଇନିଙ୍ଗ ରିପୋର୍ଟ ଟା ତାଙ୍କୁ ଦେଲି. ସେଦିନ ବିଶ୍ରାମ ନେଇ ପରଦିନ ଆସିବାକୁ କହିଲେ. ଛୋଟ ଜାଗା ସେଠି ରହିବା ପାଇଁ  ହୋଟେଲ ନଥିଲା. ଆଉଜଣେ କିରାଣୀ ଏକା ରହୁଥିଲେ ସେଦିନ ରାତିରେ ତାଙ୍କ ବସାରେ ରହିଗଲି.
ପରଦିନ ଯାଇ ମାଧୁରୀ  ମାଡାମଙ୍କୁ ପୁଣିଥରେ ଦେଖାକଲି. ସେତେବେଳକୁ ତାଙ୍କ ପାଖକୁ କଲେକଟର  ସାରଙ୍କ ଫୋନ ଆସିସାରିଥିଲା. ତେଣୁ ସେ ମୋତେ ଖାଲିଥିବା ଗୋଟେ ଘର କଲୋନୀ ରେ ଦେଲେ. ମୋ ଯୋଗ୍ୟତା MA ଦେଖି ସେ ଖୁସି ହୋଇଗଲେ. କହିଲେ ସ୍ୱରୂପ ଏଠି ଭଲ କାମିକା ଲୋକ ମିଳନ୍ତିନି. ତୁମେ ଭଲ କାମ କଲେ ତୁମ ଚାକିରୀ ର ସ୍ଥାୟୀତ୍ୱ ପାଇଁ ମୁଁ ସୁପାରିଶ କରିବି.

ମୋର ତ ଗୋଟିଏ ଭଲ ଚାକିରୀ ପାଇବା ଯାଏଁ ସେଠି ରହିବାର ଥିଲା ତେଣୁ ମୁଁ ବି ତାଙ୍କ କଥାରେ ହଁ ମାରିଲି. କହିଲି ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିବି ଭଲ କାମ କରିବାକୁ ମାଡାମ. ସେଦିନ  ମୋତେ କିଛି ହାଲକା କାମ ଦେଲେ କରିବାକୁ. ପରଦିନ ରବିବାର ଥିଲା ଓ ମୁଁ ମୋର ନୂଆ ଘରକୁ ଚାଲିଆସିଲି.

ସେତେବେଳେ ସେମିତି ଛୋଟ ଜାଗାରେ ଖାଇବା ପାଇଁ ଭଲ ହୋଟେଲ ବି ନଥିଲା. କିନ୍ତୁ ପଣ୍ଡା ଭାଇନା ବୋଲି ଜଣେ ଲୋକ ନିଜ ଘରେ ରୋଷଇ କରି ଆମପରି ବେଚଳର ମାନଙ୍କୁ supply କରେ ଓ ମୀଲସ ବାବଦକୁ କିଛି ଟଙ୍କା ନିଏ. ପଣ୍ଡା ଭାଇନା ସହ କଥାବାର୍ତ୍ତା କରି ମୋ ଖାଇବା ଟା ଠିକ କରିଦେଲି.

ଆଉ ଅଫିସ କାମରେ ମନ ଦେଲି. ଦିନବେଳେ ଅଫିସ କାମ କରେ ଓ ରାତିରେ compitative ପରୀକ୍ଷା ପାଇଁ ପଢାପଢି କରେ. ଏମିତି ଭାବରେ ଗୋଟେ ମାସ କଟିଗଲା ଓ ମୋତେ ମୋର ପ୍ରଥମ ଦରମା ମିଳିଲା. ଯାହା ବି ମିଳିଲା ମୋ ଖର୍ଚ୍ଚ ପାଇଁ ଅଳ୍ପ କିଛି ରଖି ବାକିସବୁ ଘରକୁ ବାପାଙ୍କ ପାଖକୁ ପଠାଇଦେଲି.

ମୋ କାମ ଦେଖି ମାଡାମ ଖୁସି ଥିଲେ ଓ ଧୀରେ ଧୀରେ ମୋତେ ଅଧିକରୁ ଅଧିକ କାମ ଦେବାକୁ ଲାଗିଲେ. ମୁଁ ବି ଅଫିସ ସମୟ ଭିତରେ ଯାହା କିଛି ହୁଏ ତାହା କରିଦିଏ ଓ ବାକି କାମ ପର ଦିନ ପାଇଁ ରଖିଦେଇଥାଏ. ଏମିତି ଭାବେ 3 ମାସ କଟିଗଲା ଓ ମୁଁ ମାଡାମଙ୍କ ବିଶ୍ୱସ୍ତ ହେବାରେ ଲାଗିଲି.

ମୁଁ ଫାଇଲ ନ ଦେଖିଲେ ମାଡାମ ସାଇନ  କରନ୍ତିନି ଓ ଧୀରେ ଧୀରେ ମୋ  ଉପରେ ଅଧିକ ନିର୍ଭରଶୀଳ ହେଲେ. ଏହା ଦେଖି ଅଫିସର କିଛି ପୁରୁଣା କର୍ମଚାରୀ ମୋ ଉପରେ ଇର୍ଷା କରିବାକୁ ଆରମ୍ଭ କଲେ. ମୋର କିନ୍ତୁ ଏଥିପାଇଁ ଖାତିର ନଥଲା କାରଣ ମୁଁ ଜାଣିଥିଲି ଯେ ମୁଁ ସେଠି ବେଶିଦିନ ରହିଁବିନି ଯେତେବେଳେ ମୋତେ ଭଲ ଚାକିରୀ ଟେ ମିଳିଯିବ ମୁଁ ସେଠାରୁ ଚାଲିଆସିବି. 

ଧୀରେ ଧୀରେ ମାଡାମଙ୍କ ବିଷୟରେ ଜାଣିବାକୁ ପାଇଲି. ମାଡାମ ବିବାହିତା କିନ୍ତୁ ମଥାରେ ସିନ୍ଦୁର ଲଗାନ୍ତିନି କାରଣ ସେ ତାଙ୍କ husband ଙ୍କୁ ଛାଡି ଦେଇଥିଲେ ଓ କୋର୍ଟ ରେ ତାଙ୍କ ଛାଡପତ୍ର କେଶ ଚାଲୁଥିଲା. ତାଙ୍କ husband କୁଆଡେ ମଦ ପିଇ ତାଙ୍କୁ ଖୁବ ମାଡ଼ପିଟ କରୁଥିଲେ. ଯେତେହେଲେ ବି ଜଣେ OAS ଅଫିସର ଆଉ କେତେଦିନ ଏ ସବୁ ସହିଥାନ୍ତେ.

ତେଣୁ ଏକା ଏକା ଆସି ଏମିତି ଏକ ଅପନ୍ତରା ଜାଗାରେ ଚାକିରୀ କରୁଥିଲେ ଜାଣିଶୁଣି ସେ ବଦଳି ପାଇଁ ଚେଷ୍ଟା କରୁନଥିଲେ. ତାଙ୍କ ଚେହେରାଟା ଖୁବ ଆକର୍ଷଣୀୟ. ପୁରା ତୋଫା ଗୋରା ନହେଲେ ବି ଶ୍ୟାମଳ ବି ନୁହନ୍ତି. ମୁହଁଟା ଖୁବ ସୁନ୍ଦର ନହେଲେ ବି ଅସୁନ୍ଦର ନୁହେଁ. ଉଚ୍ଚତା 5’4″ ହେବ. ବକ୍ଷୋଜ ଖୁବ ବଡ ବଡ. ଟାଇଟ ଡ୍ରେସରୁ ଫୁଟିକି ବାହାରକୁ ଦେଖାଯାଏ.

ଆଉ ପାଚ୍ଛାପଟେ ନିତମ୍ବ ବି ଖୁବ  ବଡ଼ବଡ଼. ପାଖ ଦେଇ ଚାଲିଗଲେ ନ ଚାହିଁବା ଲୋକ ବି ଚାହିଁଦେବ. ମାଡାମଙ୍କ ଗୋଟିଏ 9/10 ବର୍ଷର ପୁଅ ଯେ କି  ଭୁବନେଶ୍ୱରରେ ବୋର୍ଡିଙ୍ଗ ସ୍କୁଲ ରେ ରହି ପଢୁଥିଲା. ମାଡାମ ତାଙ୍କ କ୍ୱାଟର ରେ ଏକା ରୁହନ୍ତି ଓ ସାଙ୍ଗରେ ଜଣେ ଲୋକାଲ ବୟସ୍କା ସ୍ତ୍ରୀ ଟେ ରୁହେ ଯେ କି ତାଙ୍କର ସବୁ କାମଦାମ କରିଦିଏ.

ମୁଁ ବାଣୀ ବିହାର ରେ ପଢିଲା ବେଳେ ଜଣେ ସହପାଠିନୀ ସହ ପ୍ରେମ ହୋଇଯାଇଥିଲା. ତା ନାଁ ଅନନ୍ୟା ଓ ଦେଖିବାକୁ ଖୁବ ସୁନ୍ଦରୀ. ତା ବାପା ଡାକ୍ତର ଓ ମା ଜଣେ ଅଧ୍ୟାପିକା. ବାପା ମା ଙ୍କ ଗୋଟିଏ ବୋଲି ଝିଅ. ସମସ୍ତଙ୍କ ନଜର ତା ଉପରେ କିନ୍ତୁ ସେ ମୋତେ ଭଲ ପାଇଯାଇଥିଲା. ତା  ବାପା ମା ଘରେ ନଥିଲା ବେଳେ ସେ ମୋତେ ଡାକେ ତାଙ୍କ ଘରକୁ.

ଆଉ ଘରେ କେହି ନଥିବା ବେଳେ ଦୁଇଜଣ ଯୁବକ ଯୁବତୀ ପାଖରେ ରହିଲେ  ଯାହା ହେବା କଥା ତାହା ହୋଇଗଲା. ପ୍ରଥମେ ଆଲିଙ୍ଗନ ଓ ଚୁମ୍ବନ  ପରେ ପରସ୍ପରକୁ ସ୍ପର୍ଶ ଓ ତାପରେ…… ମଉକା ଦେଖି ଅନନ୍ୟାର  ଛାତିରୁ ଡ୍ରେସ ଖୋଲି ତା କଅଁଳିଆ ଦୁଧକୁ ଚିପିବାରେ ଲାଗିଲି ଓ ମୁହଁରେ ପୁରେଇ ଚୁଚୁମିଲି. ତାକୁ ବି ଖୁବ ଭଲ ଲାଗୁଥିଲା.

ଏମିତି କିଛିଦିନ ଗଲାପରେ ଦିନେ ତା ସଲ୍ୱାର ର ନାଡା ଖୋଲି ପେଣ୍ଟି ଭିତରେ ହାତ ପୁରେଇ ତା ବିଆ କୁ ଛୁଇଁଲି. ସେ  ବି ଖୁବ ଉତ୍ତେଜିତ ହୋଇ ମୋତେ ସହଯୋଗ କରୁଥିଲା. ଏମିତି କରୁ କରୁ ଦିନେ ଅନନ୍ୟା କୁ ପୁରା ନଙ୍ଗୁଳି କରିଦେଲି  ପୁରା ମାର୍ବଲ ମୂର୍ତ୍ତି ଟେ ପରି ଦେଖାଯାଉଥିଲା ଆଉ ସେ ବି ମୋତେ ପୁରା ନଙ୍ଗାଳl କରିଦେଲା ସେତେବେଳକୁ ମୋ ବାଣ୍ଡଟା ପୁରା ଟାଣ ହୋଇଯାଇଥିଲା.

ମୋ ହତିଆର ଦେଖି ସେ ଡରିଗଲା କହିଲା ନାଇଁ ଥାଉ ଥାଉ. ମୁଁ କିନ୍ତୁ ସେତେବେଳେ ଆଉ ଛାଡ଼ିବା ମୁଡ଼ରେ ନଥିଲି ଆଉ ତାକୁ ସେଦିନ ପ୍ରଥମ ଥର ଗେହିଁଦେଲି. ତା କୁମାରୀ ବିଆରୁ ବହୁତ ରକ୍ତ ବାହାରିଥିଲା. ମୋ ବାଣ୍ଡବି ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା. ଦୁହେଁ ଡରିଯାଇଥିଲୁ. କିନ୍ତୁ 2/4 ଦିନ ପରେ ସବୁ ଠିକ ହୋଇଯାଇଥିଲା ଓ ମଉକା ଦେଖି ଅନନ୍ୟାକୁ ଖୁବ ଗେହିଁଚି.

ଆମ ପ୍ରେମ କଥା ତା ବାପା ଓ ମା ଧୀରେ ଧୀରେ ଜାଣିବାକୁ ପାଇଲେ ଓ  ତା  ବାହାଘର ପାଇଁ ବର ଖୋଜିବାରେ ଲାଗିଲେ. ଏତେ ଭଲ ଘର ଆଉ ସୁନ୍ଦର ଝିଅ ପାଇଁ ବର ର  ଅଭାବ ନଥିଲା. ଜଣେ ପରେ ଜଣେ ଆସି ଲାଇନ ଲଗେଇଲେ. ତାଙ୍କ  ପାଖରେ ମୁଁ ସେତେବେଳେ ଯେମିତି ତୁଛ ନା ଭଲ ଘର ପରିବାର ନା କିଛି ଭଲ  ଚାକିରୀ ଥିଲା.

ତା ଛଡା ଆମ ଦୁହିଁଙ୍କ କାଷ୍ଟ ବି ଅଲଗା .ଆଉ ବଡ ଭାଇଙ୍କ ପରେ ମୁଁ ବି ସେଇ ରାସ୍ତାରେ ଯିବାକୁ ଚାହୁଁନଥିଲି ତେଣୁ ଅନନ୍ୟା କୁ ବୁଝେଇ ଶୁଝେଇ ଅନ୍ୟ ଜାଗାରେ ବାହା ହେବାକୁ ରାଜି କରିଦେଲି. MA ପରୀକ୍ଷା ପରେ ସେ ଜଣେ allied ଅଫିସରଙ୍କ  ସହ  ବାହା ହୋଇ ଚାଲିଗଲା ଦିଲ୍ଲୀ. ଆଉ  ମୁଁ ଆସିଗଲି ଏହି ଜାଗାକୁ. ସବୁ ଭାଗ୍ୟର ଖେଳ.

ବେଳେ ବେଳେ ଏକଥା  ଭାବିଲେ ମନଟା କଣ ହୋଇଯାଏ କିନ୍ତୁ ପରେ ଭାବେ ଯାହା ହେଲା ଠିକ ହି  ହେଲା. ଅନନ୍ୟା ମୋ ସହ ଏମିତି କଣ ଏଠାରେ ରହି ପାରିଥାନ୍ତା?ମ ଏ ଭିତରେ ମୁଁ ମାଧୁରୀ ମାଡାମଙ୍କ ସହ ଆଉ ଟିକେ କ୍ଲୋଜ ହୋଇସାରିଲାଣି. ମୋ କଥା ସେ ରଖନ୍ତି ଅଫିସ ରେ ତାଙ୍କ ପାଖରେ ଯାହାର କିଛି କାମ ଥାଏ ସେମାନେ ମୋଠୁଁ କରେଇ ନିଅନ୍ତି. ମୋତେ ସମସ୍ତେ କୁହନ୍ତି କି ଏମିତି iron lady କୁ ତୁମେ ହିଁ ପାରିଲ.

ଦିନେ ମାଡାମଙ୍କ ହଠାତ ଭୁବନେଶ୍ୱରରେ ଗୋଟିଏ ମୀଟିଙ୍ଗ ଆସିଲା  ପର ଦିନ ଯିବାକୁ ହେବ. ସେଦିନ ଦିନବେଳେ ମୁଁ ଓ ମାଡାମ ମୀଟିଙ୍ଗ ପାଇଁ କାଗଜ ସବୁ ବନେଇଲୁ. ଆଉ ମୀଟିଙ୍ଗରେ ଆଉକିଛି ଦରକାର ପଡିପାରେ ତେଣୁ ମୋତେ ବି ସାଙ୍ଗରେ ଯିବାକୁ କହିଲେ. ବହୁତ ଦିନ ହେଲା ମୁଁ ବି ଭୁବନେଶ୍ୱର ଯାଇନଥିଲି ତେଣୁ ସାଙ୍ଗେ ସାଙ୍ଗେ ଯିବାକୁ ରାଜି ହୋଇଗଲି.

ଆମେ ଆମ ଅଫିସ ଜିପରେ ବାହାରିଲୁ. ଭାବିଲୁ ସନ୍ଧ୍ୟାସୁଦ୍ଧା ବାହାରିଲେ ରାତିରେ ପହଂଚିଯିବୁ ଓ ପରଦିନ ମୀଟିଙ୍ଗ ଆଟେଣ୍ଡ କରି ତା ପରଦିନ ଫେରିଆସିବୁ. କିଛିବାଟ ଗଲାପରେ ଡ୍ରାଇଭର କହିଲା ଯେ ଗାଡ଼ିରେ ରଡିଏଟର ପାଣି ଛାଡ଼ୁଛି ତେଣୁ ତାକୁ ତିଆର ନକଲେ ଗାଡି ଆଗକୁ ଯାଇପାରିବିନି.

ବହୁତ କଷ୍ଟରେ ରେଡ଼ିଏଟିର ରେ ସାବୁନ ବାନ୍ଧି  ଆମେ ଦଶପଲ୍ଲା ଯାଏଁ ଆସିଲୁ. କହିଲି ମାଡାମ ଆଜି ରାତିରେ ଏଠି IB ରେ ରହିଯିବା ଓ ଗାଡି ଠିକ କରି ସକାଳୁ ସକାଳୁ ବାହାରିଯିବା. ମାଡାମ ବି ମୋ କଥାରେ ରାଜି ହୋଇଗଲେ ଓ ଆମେ ସେଠାରେ IB ଯାଇ ଦୁଇଟି ରୁମ ନେଇ ରହିବା  ବ୍ୟବସ୍ଥା କଲୁ. IB watchman କୁ ପଇସା ଦେବାରୁ ସେ ରାତିରେ ଖାଇବା ବ୍ୟବସ୍ଥା କରିଦେଲା.

ଡ୍ରାଇଭର ଗାଡି ନେଇ ପାଖରେ ଗୋଟେ ଗେରେଜକୁ ଗଲା ଗାଡି ଠିକ କରିବାକୁ. ଆମେ ଯେଝା ରୁମକୁ ଯାଇ ଫ୍ରେସ ହୋଇ ଆସିଲାବେଳକୁ watchman ରାତିର ଖାଇବା ନେଇ ଆସି ସାରିଥିଲା. ମାଡାମ ରୁମରେ ନ ଖାଇ ଡାଇନିଂ ରୁମରେ ଖାଇବାକୁ କହିଲେ ତେଣୁ ସାଙ୍ଗ ହୋଇ ଖାଇଲୁ  ତାପରେ ଆମେ ଯେଝା ରୁମକୁ ଗଲୁ ବିଶ୍ରାମ ନେବାକୁ.

ମୁଁ ଶୋଇବା ଆଗରୁ ଗୋଟେ ବହି ବାହାର କରି ପଢ଼ୁଥିଲି କିଛି ସମୟ ବହିଟା ପଢୁଛି କବାଟରେ କିଏ ନକ କଲା. ଭାବିଲି ଡ୍ରାଇଭର ବୋଧେ ଗାଡି ଠିକ କରି ଆସିଥିବ. କବାଟ ଖୋଲି ଦେଖିଲି ମାଡାମ ନାଇଟିଟେ ପିନ୍ଧି ଠିଆହୋଇଛନ୍ତି. ମୁଁ ହଠାତ ବିଶ୍ୱାସ କରିପାରିଲିନି. ମାଡାମ ପଚାରିଲେ ମୋ ପାଖରେ ମୁଣ୍ଡବଥାର ପାଇଁ କିଛି ଟାବଲେଟ ଅଛି କି.

ମୁଁ ନାଇଁ ମାଡାମ  କଣ ହେଲାକି? ସେ କହିଲେ ଯେ ହଠାତ ତାଙ୍କ ମୁଣ୍ଡଟା ବିନ୍ଧୁଚି. କହିଲି ଟିକିଏ ଅପେକ୍ଷା କରନ୍ତୁ ମୁଁ ଏ ପାଖରୁ ବଟିକା ନେଇ ଆସୁଛି. ସେ କହିଲେ ଏତେ ରାତିରେ ଏ ଅଜଣା ଜାଗାରେ  କୋଉଠୁ ପାଇବ. ମୁଁ କହିଲି ଚେଷ୍ଟା କରୁଛି ମିଳିଯିବ. ସଙ୍ଗେସଙ୍ଗେ ଟ୍ରାଉଜର ଉପରେ ଟି  ଶାର୍ଟ ଟେ ପିନ୍ଧି ବାହାରିଗଲି.

କିଛି ବାଟ ଗଲାପରେ ଗୋଟିଏ ଔଷଧ ଦୋକାନରୁ Anasin ବଟିକା ନେଇ ଆସିଲି ଆଉ ମାଡାମଙ୍କୁ ରୁମରେ ଦେବାକୁ. ନକ କରିବାରୁ ମାଡାମ କହିଲେ କବାଟ ଖୋଲାଅଛି ଆସ ଭିତରକୁ. ମୁଁ ରୁମ ଭିତରକୁ ଆସି ଦେଖିଲି ମାଡାମ  ନାଇଟି ପିନ୍ଧି ଚିତ ହୋଇ ସୋଇଛନ୍ତି ଆଉ କପାଳକୁ ହାତରେ ଚିପି ଧରିଛନ୍ତି.

ମୁଁ ତାଙ୍କୁ ବଟିକା ତା ଦେଲି ସେ କହିଲେ ଗ୍ଲାସ ରେ ପାଣି  ଟିକେ ଦେବାକୁ ମୁଁ ପାଣି  ଦେବାରୁ ସେ ଉଠି ବସିଲେ ଆଉ ଟାବଲେଟ ତା ଖାଇଲେ ଓ ପୁଣି  ସୋଇଗଲେ. ମୁଁ  କିଛି ସମୟ  ସେଠି ଠିଆ ହୋଇ ଦେଖୁଥାଏ ତାଙ୍କୁ. ଭିତରେ ବ୍ରା ପିନ୍ଧିନଥିଲେ ତେଣୁ ନିଶ୍ୱାସ ନେଲାବେଳେ ନାଇଟି ଭିତରେ ଦୁଧ ଦୁଇଟିର ହଲଚଲ ଭଲକରି ଦେଖାଯାଉଥିଲା.

କିଛି ସମୟ ପରେ  ମୁଁ ମୋ  ରୁମକୁ ଯିବାକୁ ବାହାରିଲା ବେଳେ ସେ  କହିଲେ ସ୍ୱରୂପ ଆଉ କିଛି ସମୟ  ଏଠି ଟିକିଏ ବସ ମୋ ପାଖରେ. ମୁଁ ଚେଇରଟା  ଟାଣି ଆଣି ତାଙ୍କ ପାଖରେ  ବସିଲି. କହିଲେ ଯଦି କିଛି ଖରାପ ନ ଭାବ ତାହେଲେ ମୋ ମୁଣ୍ଡକୁ ଟିକିଏ ଚିପିଦିଅ. ମୁଁ କିଛି କହିବା ଆଗରୁ ସେ ମୋ ହାତକୁ ନେଇ ତାଙ୍କ କପାଳରେ ରଖିଦେଲେ.

ମୁଁ ବାଧ୍ୟହୋଇ ଠିଆହୋଇ ତାଙ୍କ କପାଳକୁ ଆସ୍ତେ ଆସ୍ତେ ଚିପିବାକୁ ଲାଗିଲି ସେ  ଆଖି ବନ୍ଦ କରି ମୋ ମାଲିସକୁ ଅନୁଭବ କରୁଥିଲେ. ନାଇଟି ଭିତରୁ ଦୁଧ ଦୁଇଟିର ଅଗ୍ରଭାଗ ଦିଶୁଥିଲା. କିଛି ସମୟ ପରେ କହଲେ ସ୍ୱରୂପ ଦୁଆରଟା  ଭିତରୁ ବନ୍ଦ  କରିଦିଅ ଓ ଆଉ ଟିକିଏ ଜୋରରେ ଚିପ. ମୁଁ ବାଧ୍ୟହୋଇ ସେ ଯାହା କହିଲେ ସେୟା କଲି.

କିଛି ସମୟ ପରେ ପଚାରିଲି ମାଡାମ କେମିତି ଲାଗୁଛି. ସେ କହିଲେ ଆଗ ଅପେକ୍ଷା ଟିକିଏ ଭଲ ଲାଗୁଛି. ଟିକିଏ ହସିକି କହିଲେ କଣ ଦେଖୁଛ ସ୍ୱରୂପ ଆଉ ମୋ ହାତକୁ ନେଇ ତାଙ୍କ ଦୁଧ ଉପରେ ରଖିଦେଲେ. ମୁଁ କିଛି ଜାଣିପାରିଲିନି ଓ କଣ କରିବି କିଛି ବୁଝିପାରିଲିନି ସାହସ ନେଇ ତାଙ୍କ ଦୁଧକୁ ଧୀରେ ଧୀରେ ଦବେଇଲି.

ସେ ଆଖି ବନ୍ଦ କରି ଉପଭୋଗ କରୁଥିଲେ  ମୋ କାର୍ଯ୍ୟକଳାପ. ମୁଁ ଜାଣିପାରିଲି କି ସେ କଣ ଚାହୁଁଛନ୍ତି. ମୋର  ସାହସ ଆଉ ଟିକିଏ ବଢିଗଲା ଓ ମୁଁ ତାଙ୍କ ବେଡ଼ରେ ବସିଗଲି ଓ ତାଙ୍କ ଉପରେ ନହିଁ ମୋ ଓଠକୁ ତାଙ୍କ ଗାଲ ପାଖକୁ ନେଇ ଗୋଟିଏ ଛୋଟ ଚୁମ୍ବନଟେ  ଦେଲି. ସେ କିଛି କହିଲେନି ତେଣୁ ପୁଣି ଥରେ କିସ କଲି ଏଥର କିସଟା ଟିକିଏ ଜୋର ଥିଲା.

ତାପରେ ମୋ ଓଠ ନେଇ ତାଙ୍କ ଓଠରେ କିସ କଲି. ସେ ଆଖି ଖୋଲିଲେ ଓ ମୋ ଚୁମାର ଉତ୍ତର ଚୁମାରେ ଦେଲେ. ତାଙ୍କୁ ଉଠେଇ ବସେଇଲି ଓ ଆଲିଙ୍ଗନ କରି ଚୁମା ପରେ ଚୁମା ଦେଇ ଚାଲିଲି. ତାଙ୍କ ଓଠକୁ ଚୁଚୁମିଲି. ପାଟି ଭିତରେ ଜିଭ ପୁରେଇ ମଜ଼ା ନେଲି. ସେ ମୋ ଚୁମାକୁ ଖୁବ ଉପଭୋଗ କରୁଥିଲେ ଓ  ମଝିରେ ମଝିରେ  ମୋତେବି ଚୁମୁଥିଲେ.

କିଛି ସମୟ ଚୁମା ଚାଟି ରେ ବିତିଲା ପରେ ମୋ ହାତ ତାଙ୍କ  ନାଇଟି ଉପରେ ଦୁଧରେ ରଖି ଆସ୍ତେ ଆସ୍ତେ ଚିପିବାରେ ଲାଗିଲି. ଓଠକୁ ଚୁମି ନାଇଟି ଉପରେ ଦୁଧ ଚିପୁଥାଏ କିଛି ସମୟ ପରେ ତାଙ୍କ ନାଇଟିକୁ ବାହାର କରିବାକୁ ଚେଷ୍ଟା କଲି ସେ  ଅନାୟାସରେ  ହାତ ଉପରକୁ ଟେକିଦେଲେ. କି ବଡ ବଡ ଦୁଧ..  ପୁରା ଅର୍ଦ୍ଧଗୋଲାକlର.

ତାଙ୍କ ଦୁଧ ଦୁଇଟିକୁ ହାତରେ ନେଇ ଚିପିବାରେ ଲାଗିଲି. ପରେ ଗୋଟେ ଦୁଧ ପାଟିରେ ନେଇ ଚୁଚୁମିବାରେ ଲାଗିଲି. ସେ ଖୁସିରେ ଆଖି ବନ୍ଦ କରି ଉପଭୋଗ କରୁଥିଲେ. ଗୋଟେ ପରେ ଗୋଟେ ଦୁଧ ଭୁଣ୍ଡି ଚୁଚୁମିବାରେ ଲାଗିଲି ସେ ବି ମୋ  ଟି ଶାର୍ଟ କୁ ବାହାର କରିଦେଲେ ଆଉ ମୋ ଚଉଡା ଛାତିରେ ମୁହଁକୁ ଚାପିଦେଇ ମୋତେ କୁଣ୍ଢେଇ ଧରିଲେ.

ମୁଁ ତାଙ୍କ ପୁଙ୍ଗୁଳା ପିଠିରେ ମୋ ହାତରେ ଆଉଁସୁଥିଲି ତାଙ୍କ ନରମ ନରମ ଦୁଧ  ମୋ ଛାତିରେ ଦବିଯାଉଥାଏ. ମୁଁ ତାଙ୍କ  କପାଳରେ ଚୁମା ପରେ ଚୁମା ଦେଇଚାଲୁଥିଲି. କିଛି ସମୟ ପରେ ତାଙ୍କୁ ଖଟ ରେ ସୁଆଇ ଦେଲି ଓ ତାଙ୍କ ଉପରକୁ ଆସି ପୁଣି ଥରେ ଚୁମ୍ବନର ବର୍ଶଣ କରିବାରେ ଲାଗିଲି.  ମୁହଁରେ, ଓଠରେ, ବେକରେ ଛାତିରେ, ଦୁଧରେ. ପେଟରେ  ନାବିରେ.

ଏମିତିଚୁମା  ଦେଇ ଦେଇ  ତାଙ୍କ  ପ୍ୟାଂଟିକୁ ଟାଣି ବାହାର କରିଦେଲି  ସେ ପୁରା ନଙ୍ଗୁଳି ହୋଇଗଲେ ଓ ଲାଜରେ ନିଜ ହାତ  ନେଇ ତାଙ୍କ ବିଆରେ ରଖିଦେଲେ. ମୁଁ ତାଙ୍କ ହାତ ସେଠୁ ହଟେଇ  ମୋ ହାତ  ସେଠି ରଖିଲି ଓ ଆସ୍ତେ ଆସ୍ତେ ବିଆକୁ ସାଉଁଳିବାରେ  ଲାଗିଲି. ବିଆ ସେତେବେଳକୁ ପୁରା  ଓଦା ହୋଇଗଲାଣି.

ଓଦା ବିଆ ଭିତରକୁ ଗୋଟେ ଆଙ୍ଗୁଠି ପୁରେଇ ଉପର ତଳ କରିବାରେ ଲାଗିଲି  ବିଆ ଆହୁରି ଓଦା ହୋଇଗଲା. ସେ ମୋ ଟ୍ରାଉଜର ଟା ଟାଣି ବାହାର  କରିଦେଲେ  ଦୁହେଁ ପୁରା ନଙ୍ଗଳା. ମୋ ବାଣ୍ଡ ସେତେବେଳକୁ ପୁରା  ଟାଣ  ହୋଇଯାଇଥିଲା. ତା ମୋଟେଇ ଓ  ଲମ୍ବା ଦେଖି ମାଧୁରୀ ମାଡାମ  ଖୁସି ହୋଇଗଲେ ଓ ତାଙ୍କ ଓଠରେ  ଖୁସିର  ଏକ  ଝଲକ ଦେଖିବାକୁ ମିଳିଲା. କହିଲେ  ସ୍ୱରୂପ ଆଉ ଡେରି କରନି ପ୍ଲିଜ. ତୁମ ମାଡାମକୁ  ଶାନ୍ତ   କରିଦିଅନା.

ଏତିକି ଶୁଣିଲା ପରେ ମୁଁ ବି ଆଉ ଅପେକ୍ଷା ନକରି ତାଙ୍କ ଉପରକୁ ଆସିଗଲି ଆଉ ଗୋଡ ଦୁଇଟିକୁ ମେଲେଇ ଦେଇ ବାଳୁଆ ଓ ନାଳୁଆ ବିଆ ଭିତରେ ବାଣ୍ଡକୁ ପୁରେଇ ଦେଲି ଆଉ ତାଙ୍କୁ ଗେହିଁବାରେ ଲାଗିଲି ଅଳ୍ପ ସମୟ ଆସ୍ତେ ଆସ୍ତେ ଗେହିଁଲା ପରେ ଜୋର ଜୋର ରେ ଷ୍ଟ୍ରୋକ ମାରିଚାଲିଲି. ପଚାରିଲି  ମାଡାମ କେମିତି ଲାଗୁଛି.. ସେ କହିଲେ ପ୍ଲିଜ଼ ମୋତେ ଆଉ  ମାଡାମ ନ ଡାକି ମାଧୁରୀ ବୋଲି ଡାକନା. ମୁଁ ପୁଣି ଥରେ ପଚାରିଲି କୁହ  ମାଧୁରୀ ଏ ସ୍ୱରୂପ ତୁମକୁ ଖୁସି କରିପାରୁଛି କି ନାହଁ….

ସେ ମୋତେ ତାଙ୍କ ଉପରକୁ ଟାଣି ଆଣି ମୋ ଗାଲରେ କିସ କରିଚାଲିଲେ ମୁଁ ବି ଆହୁରି ଜୋସରେ ଆସି ଆହୁରି ଜୋର ଜୋର ରେ  ଗେହିଁ ଚାଲିଲି.ଲଗାତାର 8/10 ମିନିଟ  ଗେହିଁଲା ପରେ ସେ ଝଡିଗଲେ ଓ କହିଲେ ସ୍ୱରୂପ ମୋ  ଭିତରେ ତୁମ ରସ ଛାଡିଦିଅ ପ୍ଲିଜ଼ ମୁଁ ବି ଆଉ ଗୋଟେ ମିନିଟ ଗେହିଁଲା ପରେ ମାଧୁରୀ ବିଆ  ଭିତରେ ମୋ ପାଣି  ବାହାର କରିଦେଲି ଓ ତାଙ୍କ  ଉପରେ  କିଛି  ସମୟ  ସୋଇପଡିଲି.

ରାତିରେ ସେଠାରୁ ଆସିବା ପାଇଁ ଜମାରୁ ଇଛା ନଥିଲା କିନ୍ତୁ ଡ୍ରାଇଭର ଆସିଲେ କାଳେ ଯାଣିଦେବ ସେଥିପାଇଁ ଅନିଚ୍ଛା ସତ୍ୱେ ମୋ ରୁମକୁ କୁ ଆସିଲି ଆସିଲାବେଳେ ମାଧୁରୀ ମାଡାମ ମୋତେ ଟାଣି ଆଣି ଗାଲରେ କିସ କଲେ ଓ ଭିଡି ଧରିଲେ.   ମୁଁ କହିଲି ସୁବିଧା ଦେଖି ରାତିରେ ଆଉଥରେ ଆସିବି. ଏହା ଶୁଣି ସେ ମୋତେ ଛାଡିଦେଲେ. ମୁଁ ଆସି ମୋ ରୁମରେ ଶୋଇଗଲି.

ପ୍ରାୟ ଅଧଘଣ୍ଟା ପରେ ଡ୍ରାଇଭର ଗାଡି ଧରି ଆସିଲା. କହିଲା ସବୁ ଠିକ ହୋଇଗଲା ଓ ସକାଳୁ ଯାଇ ପରିବା. ମୁଁ ତାକୁ  କହିଲି ହଉ ଭଲ ଭାବେ ଟିକିଏ ଶୋଇପଡ. ସକାଳୁ ଯିବା. ସେ ହାଲିଆ ହୋଇ ଆସିଥିଲା ଓ ସଙ୍ଗେସଙ୍ଗେ ଗାଡି ଭିତରେ ଶୋଇପଡ଼ିଲା ମୁଁ  ବି ଦୁଇ ଗ୍ଲାସ ପାଣି ପିଇ ସୋଇପଡିଲି. ରାତି ପ୍ରାୟ 4ଟା  ବେଳେ ମୋତେ ଜୋରରେ ପରିଶ୍ରା ଲାଗିଲା.

ପରିଶ୍ରା ସାରି ଆସ୍ତେ କବାଟ ଖୋଲି ବାହାରକୁ ଆସିଲି. ଡ୍ରାଇଭର ଘୁଙ୍ଗୁଡ଼ି ମାରି ଗାଡ଼ିରେ ସୋଇଥିଲା. ଆସ୍ତେ ଆସ୍ତେ ମାଡାମଙ୍କ ରୁମକୁ ଆସିଲି ଦୁଆର ଭିତରୁ ବନ୍ଦ ନଥିଲା. ଦୁଆର ପେଲି ଭିତରକୁ ଆସିଲି. ମାଧୁରୀ ସେମିତି ନଙ୍ଗୁଳି ହୋଇ ଚାଦର ଘୋଡେଇ ସୋଇଥିଲେ ଆଉ  ମୁଁ ଦୁଆରଟା ଭିତରୁ ବନ୍ଦ କରି ତାଙ୍କ ପାଖରେ  ଶୋଇଗଲି ଓ ତାଙ୍କ ଚାଦର ଭିତରେ ପଶିଗଲି. ଗୋଡ଼ଟିଏ ତାଙ୍କ ଉପରେ ଥୋଇଲି ଓ ହାତରେ ବଡ଼ ବଡ଼ ଦୁଧକୁ ଦଳିବାରେ ଲାଗିଲି.

ତାଙ୍କ ନିଦ ଭାଙ୍ଗିଗଲା ଓ ସେ ମୋତେ ଟାଣି ଆଣି ଜୋର ରେ କୁଣ୍ଢେଇ ଧରିଲେ. କିଛି ସମୟ  ଚୁମା ଚାଟି ପରେ ସେ ମୋ ବାଣ୍ଡକୁ ନିଜ ହାତରେ ଧରିଲେ ଓ ତାକୁ ଆଉଁସିବାରେ ଲାଗିଲେ. ମୋ ବାଣ୍ଡ ପୁଣିଥରେ ଟାଣ  ହୋଇଗଲା  ଓ ମୁଁ  ପୁଣିଥରେ ତାଙ୍କ ଉପରକୁ ଆସି ଗେହିଁବାରେ ଲାଗିଲି.

ମୁଁ ଆଗରୁ ଛାଡିଥିବା ରସ ବିଆ ଭିତରେ ସେମିତି ଥିଲା. ତେଣୁ ଆରାମରେ ମାଧୁରୀଙ୍କୁ ଗେହିଁବାରେ ଲାଗିଲି. ଏହିଥର ପ୍ରାୟ  12/13 ମିନିଟ ଗେହିଁ ଚାଲିଲି. ଏ ଭିତରେ ସେ ଦୁଇଥର  ଝଡି ସାରିଥିଲେ. ଏଥର  ସେ ପୁରା ଶାନ୍ତ  ହୋଇଯାଇଥିଲେ ଓ ମୋତେ ଚୁମା ଦେଇ  ମୋ ରୁମକୁ  ପଠେଇଦେଲେ ସକାଳେ ପ୍ରାୟ 9ଟା ବେଳେ  watchman କବାଟକୁ ନକ କରିବାରୁ ନିଦ ଭାଙ୍ଗିଲା.

ସେ ଚାହା ଧରି ଠିଆ ହୋଇଥିଲା ମୁଁ ଚାହା ପିଇ ସଙ୍ଗେସଙ୍ଗେ ରେଡି ହୋଇଗଲି ମାଡାମ ବି ଉଠି ରେଡି ହୋଇସାରିଥିଲେ. ଗୋଟିଏ ହାଲକା ନୀଳ ରଙ୍ଗ ଶାଢ଼ୀ ପିନ୍ଧିଥିଲେ ଓ ସେଦିନ ମୋତେ ଆହୁରି  ସୁନ୍ଦର  ଦେଖାଯାଉଥିଲେ. ଆମେ ଦୁହେଁ ଅଫିସର ଓ କିରାଣୀ ଭଳି ବ୍ୟବହାର କରୁଥିଲୁ ଯେମିତି କିଛି ହୋଇନି.

ଭୁବନେଶ୍ୱରରେ  ମୀଟିଙ୍ଗଟା  ଭଲରେ ଭଲରେ ହୋଇଗଲା. ମୁଁ ଆମ  ଘରକୁ ଗଲି. ବାପା ଓ ବୋଉ ମୋତେ ଦେଖି ଖୁସି ହୋଇଗଲେ. ଯାହାକିଛି ବଳକା ଟଙ୍କା ମୋ ପାଖରେ ଥିଲା ସବୁ  ବାପାଙ୍କୁ ଦେଇଦେଲି. ପରଦିନ ଆମେ ଆମ କର୍ତ୍ତବ୍ୟସ୍ଥଳି କୁ ଫେରିଆସିଲୁ. ପ୍ରାୟ 10/12 ଦିନ ଏମିତିରେ କଟିଗଲା. ମାଡାମ ଓ ମୁଁ ଜଣେ ଅନ୍ୟଜଣ ଙ୍କୁ ଏମିତି ବ୍ୟବହାର କରୁଥିଲୁ ଯେ ଯେମିତି ଆମ  ଭିତରେ କିଛି  ହୋଇନି.

ସେଦିନ ଶନିବାର ଥାଏ. ଉପରଓଳି ଅଫିସରେ ପ୍ରାୟ କେହି  ନଥାନ୍ତି. ଆଖପାଖର ସମସ୍ତ କର୍ମଚାରୀ ଘରକୁ ଚାଲିଯାଇଥିଲେ. ପିଅନ ଆସି ମୋତେ କହିଲା ମାଡାମ ଡାକୁଛନ୍ତି. ମୁଁ ତାଙ୍କ ଚାମ୍ବରକୁ ଗଲି. ମାଡାମ  କହିଲେ ସ୍ୱରୂପ ରାତିରେ  ଟିକିଏ ଆସିବ ମୋ କ୍ୱାଟରକୁ. ଗୋଟିଏ ଇମ୍ପୋଟାଣ୍ଟ କାମ ଅଛି. ମୁଁ  ହଉ ମାଡାମ  କହି  ବାହାରକୁ  ଆସିଲି. ଭାବିଲି କିଛି ବୋଧେ  ଅର୍ଜଣ୍ଟ କାମ ବୋଧେ ଅସିଛି.

ରାତି  ପ୍ରାୟ  ସାଢେ ଆଠଟା ବେଳେ ମାଧୁରୀ ମାଡାମଙ୍କ କ୍ୱାଟରକୁ  ବାହାରିଲି. କଲୋନୀଟା ପୁରାପୁରି ଶୂନଶାନ. କବାଟ ନକ କଲି ଦେଖିଲି ଖୋଲା ଅଛି ଭିତରୁ ମାଡାମ କହିଲେ କବାଟଟା ଭିତରୁ ବନ୍ଦ କରିଦେଇ ଆସ. ମୁଁ କବାଟଟା ବନ୍ଦ  କରିଦେଇ ମାଡାମଙ୍କ ବେଡ଼ ରୁମ କୁ ଆସିଲି ସେ ଖଟରେ  ଗୋଟିଏ  ନାଲି ଶାଢ଼ୀ  ପିନ୍ଧି ବସିଥାନ୍ତି.ଯେମିତି ନୂଆ ବୋହୂଟେ.

ଓଠରେ ହାଲକା  ଲିପ ଷ୍ଟିକ ଲଗେଇଥାନ୍ତି. ଗୋଟେ ହାଲକା ପରଫ୍ୟୁମ ର ବାସ୍ନା  ଆସୁଥିଲା . ରୁମଟା ପୁରା ରୋମାଣ୍ଟିକ ଲାଗୁଥିଲା. ମୁଁ ପଚାରିଲି ମାଡାମ କଣ  କାମଥିଲା ପରା…. ସେ କହିଲେ ହଁ  କାମ  କରିବା ଯେ  ଆଗେ ଟିକେ ଏଠି  ବସ . ମୁଁ  ତାଙ୍କ  ପାଖରେ  ବସିଲି  ସେ ମୋର ଆହୁରି ପାଖକୁ ଆସି ପଚାରିଲେ କହିଲ ସ୍ୱରୂପ ମୁଁ  କେମିତି  ଦେଖାଯାଉଛି?

ମୁଁ ଟିକିଏ ମୁରୁକି ହସି କହିଲି ଆପଣ ତ ଏମିତିରେ ଖୁବ ସୁନ୍ଦର. ଆଉ ଆଜି ଆହୁରି ସୁନ୍ଦରୀ ଦେଖାଯାଉଛନ୍ତି. ପୁରା ଫିଲ୍ମ ହିରୋଇନ ଭଳି. ସେ ମୋତେ ତାଙ୍କ ପାଖକୁ ଟାଣିଆଣି ଗାଲରେ କିସ ଟେ ମୁଁ  ଦେଇ କହିଲେ  ବଦମାସ ମାଡାମକୁ  ତେଲ  ମାରୁଛ? ମୁଁ  ବି ତାଙ୍କ ଗାଲରେ କିସଟେ  ଦେଇ  କହିଲି ଆରେ  ମାଧୁରୀ ସତରେମ  ତୁମେ ଖୁବ ସୁନ୍ଦର.

କୋଉ ଫିଲ୍ମ ହିରୋଇନ ଠୁଁ କାମ ନୁହଁ. କହିଲି  ତୁମ ଚାକରାଣୀ ଦେଖିବ ଯେ. ସେ କହିଲେ ଆଜି  ତାକୁ ଛୁଟି ଦେଇଦେଇଛି. ଆଜି ରାତିପାଇଁ ଏ ମାଧୁରୀ ଖାଲି ତୁମର. ମୁଁ ମୁରୁକି ହସି ପଚାରିଲି କଣ  ଖାଲି ଆଜି ରାତି ପାଇଁ? ସେ  ମୋ ଗାଲକୁ ଆସ୍ତେ ଚିମୁଟି କହିଲେ ନାଇଁମ ଯେତେଦିନ ତୁମେ ଚାହିଁବ ସେତେଦିନ ଏ ମାଧୁରୀ ତୁମର.

ମୁଁ ବି ତାଙ୍କ ନାକକୁ ଧୀରେ ମୋଡ଼ିଦେଇ କହିଲି ସତରେ ନା  କଣ? ଏମିତ  ଗେଲ ହେଉ ହେଉ  ତାଙ୍କ ଶାଢ଼ୀ କାନିଟା ଖସିଗଲା ବ୍ଲାଉଜ ଭିତରୁ ବଡ଼ ବଡ଼ ଦୁଧ ଦୁଇଟା ଫୁଟିକି ଦେଖାଯାଉଥଲେ. ମୁଁ  ଆଉ ମୋ ହାତକୁ ଅଟକେଇ ପାରିଲିନି ଓ ସଙ୍ଗେସଙ୍ଗେ ଦୁଇ ଦୁଧକୁ ଧରି ଚିପିବାରେ ଲାଗିଲି ଓ ଓଠରେ ଚୁମା ଦେଇ ଚାଲିଲି.

ସେ  ବି ମୋ ଚୁମା ର ଜବାବ ଚୁମାରେ ଦେଇଚାଲିଲେ. ମୁଁ ବ୍ଲାଉଜର  ହୁକ ଖୋଲିବାରେ ଲାଗିଲି. ମୁଁ  ଆଗରୁ କେବେ  ଶାଢ଼ୀ ବ୍ଲାଉଜ ଖୋଲିନଥିଲି. ଅନନ୍ୟା  ସବୁବେଳେ ଶାଲବାର କାମିଜ଼ ପିନ୍ଧୁଥାଏ ଆଉ  ସେଦିନ  ମାଧୁରୀ ନାଇଟି ରେ  ଥିଲେ. ସତରେ ଶାଢ଼ୀ ବ୍ଲାଉଜ ଖୋଲିବାର ମଜ଼ା କିଛି ଅଲଗା.

ଆସ୍ତେ ଆସ୍ତେ ତାଙ୍କର ବ୍ଲାଉଜ ଶାଢ଼ୀ ସାୟାଖୋଲି ଦେଲି ସେ ଖାଲି ବ୍ରା ଆଉ ପ୍ୟାଂଟି ରେ ଥିଲେ  ସେ ବି ମୋଟା ଟି ଶାର୍ଟ ଓ ପେଣ୍ଟ ଖୋଲିଦେଲେ ମୁଁ ଖାଲି ଚଡିରେ ଥିଲି ଭିତରୁ ବାଣ୍ଡଟା ଚଡି  ବାହାରକୁ ବାହାରିବାକୁ ଚେଷ୍ଟା କରିଥlଏ ସେ ଚଡି  ଉପରେ ମୋ ବାଣ୍ଡକୁ ଆଉଁସୁଥିଲେ ଆଉ ଧୀରେ ଧୀରେ ଚଡିଟା ଖୋଲିଦେଲେ.

ଚଡି ଭିତରୁ ବାଣ୍ଡଟା ବାହାରି ତାଙ୍କ ଆଡକୁ ଟେଂଗେଇ ଠିଆ ହୋଇଥିଲା. ମୁଁ ଆଉ ଡେରି  ନକରି  ମାଧୁରୀଙ୍କୁ ବି ନଙ୍ଗୁଳି କରିଦେଲି.ଆଜି ସେ ବିଆକୁ ପୁରା ସେଭ କରିଦେଇଥିଲେ. ବିଆଟା ପୁରା  ମସ୍ତ ଦେଖାଯାଉଥିଲା  କହିଲି ସେଦିନ ମୁଁ ଉପରେ ଥାଇ କରିଥିଲି ଆଜି ତୁମେ ଉପରକୁ ଆସ. ସେ କିଛି ନକହି ମୋତେ ଶୁଆଇ ଦେଇ ମୋ  ଉପରକୁ ଆସି ମୋ ବାଣ୍ଡରେ  ବସିଗଲେ ଓ ନିଜ ହାତରେ ବାଣ୍ଡକୁ ନେଇ  ବିଆ ଭିତରେ ପୂରେଇଦେଲେ ଆଉ ତାପରେ ମୋ ଉପରେ ଉପର ତଳ  ହେଲେ.

କିଛି ସମୟରେ ଟିକିଏ ହାଲିଆ ହୋଇ ବସିଗଲେ ମୁଁ  ଏଥର  ବାଣ୍ଡକୁ ବିଆ ଭିତରେ ସେମିତି ରଖି ତାଙ୍କୁ ତଳେ  ଶୁଆଇ ଉପରକୁ  ଆସି ଗେହିଁବାରେ ଲାଗିଲି ଓ ସେ ଆଖି ବନ୍ଦ କରି  ଉପଭୋଗ କରୁଥିଲେ. କିଛି ସମୟରେ ସେ ଝଡିଗଲେ କିନ୍ତୁ  ମୁଁ  ଗେହିଁ ଚାଲିଥିଲି. ସେ ଆଉଥରେ ଝାଡିଲା ପରେ ମୁଁ ଏଥର  ବି ତାଙ୍କ ବିଆ  ଭିତରେ ପାଣି  ଛାଡିଦେଲି.

କିଛି ସମୟ ପରେ ଦୁହେଁ  ଉଠି ଡ୍ରେସ ପିନ୍ଧୁଲୁ. ସେ  କହିଲେ  ଆଜି  ତୁମ ପାଇଁ ଚିକେନ ବନେଇଛି ଓ ଦୁହେଁ  ଗୋଟିଏ  ପ୍ଲେଟ ରେ ଖାଇଲୁ. କେତେବେଳେ ସେ ମୋତେ ଖୁଆଇଦେଉଥିଲେ ତ କେତେବେଳେ ମୁଁ  ତାଙ୍କୁ ଖୁଆଇଦେଉଥିଲି. ସେଦିନ  ରାତିରେ ତାଙ୍କ ପାଖରେ ରହିଗଲି.. ରାତିରେ ଆଉ ତିନି ଥର ମାଧୁରୀଙ୍କୁ ଗେହିଁଲି. ସକାଳ  4ଟା ବେଳେ ମୁଁ ସେଠୁ ମୋ ଘରକୁ ଆସିଲି.

ଏମିତି ଭାବରେ ଆମର ଲୁଚାଛୁପା ପ୍ରେମ ଚାଲିଲା. ସୁବିଧା ଦେଖି ସେ ତାଙ୍କ ଚାକରାଣୀ କୁ ଛୁଟି ଦେଇଦେଉଥିଲେ ଓ ମୋତେ ଇସାରା ଦେଉଥିଲେ ରାତିରେ ଆସିବାକୁ ମୁଁ ଆସି ତାଙ୍କୁ ଖୁସି କରି  ନିଜେ ଖୁସି  ହୋଇଯାଉଥିଲି. ଥରେ ମାଧୁରୀ କହିଲେ ଆରେ ସ୍ୱରୂପ ଆଉ କେତେଦିନ ଆମର ଏମିତି ଲୁଚାଛୁପା  ଲଭ ଚାଲିବ କିଛି ଗୋଟେ ବ୍ୟବସ୍ଥା କରିବାକୁ  ପଡିବ.

ମୁଁ  ଆଉ  ତୁମକୁ ଛାଡି  ରହିପାରିବିନି. ଏକଥା ଶୁଣି ମୁଁ ଟିକିଏ shocked ହୋଇଗଲି. ଘରେ ଆସି ବହୁତ ଚିନ୍ତା କଲି. ମାଧୁରୀଙ୍କୁ ମୁଁ କେବେବି ବାହା ହୋଇପାରିବିନି. ସେ ମୋଠୁ ଯଥେଷ୍ଟ ବଡ଼ ଓ ବଡ଼ ପୋଷ୍ଟରେ ବି ଅଛନ୍ତି. କଣ କରିବି ଚିନ୍ତା କରିପାରିଲିନି. ଘର କଥା ମନେ ପଡିଲା. ତେଣୁ ଛୁଟି ନେଇ  ଭୁବନେଶ୍ୱର ଆସିଗଲି.

ଭାଗ୍ୟକୁ ଭୁବନେଶ୍ୱର ଆସିବା ପରଦିନ ବ୍ୟାଙ୍କ ରେ ଗୋଟିଏ ଅଫିସର ପୋଷ୍ଟ ପାଇଁ  ଇଣ୍ଟରଭିୟୁ  କଲ ଆସିଲା ଓ ମୁଁ ବି  ଇଣ୍ଟରଭିୟୁ ରେ ସେଲେକଟେଡ଼ ହୋଇଗଲି. ପୋଷ୍ଟ ମାଧ୍ୟମରେ ମୋ ଇସ୍ତଫା ପଠେଇ ଦେଲି ଓ ବାଙ୍ଗାଲୋର କୁ ଟ୍ରେନିଂ ପାଇଁ  ଚାଲିଗଲି ସେ ଦିନଠୁଁ ମାଧୁରୀ ମାଡାମଙ୍କ ସହ ଆଉ ଯୋଗାଯୋଗ ନଥିଲା. ଏ ଭିତରେ ମୁଁ ଆଉ ପଛକୁ ଚାହିଁନି ତିନୋଟି ବ୍ୟାଙ୍କ ବଦଳେଇ ମୁଁ ଆଜି ଗୋଟେ ରାଷ୍ଟ୍ରାୟତ ବ୍ୟାଙ୍କରେ ଜଣେ ପଦସ୍ଥ ଅଫିସର.

ହେ ଭଗବାନ ଆଜି 25 ବର୍ଷ ପରେ କେମିତି ତାଙ୍କୁ face କରିବି ??? ମନକୁ ଦୃଢ଼ କଲି ଯାହାହେବ ଦେଖାଯିବ ଠିକ ସମୟରେ ମିଟିଙ୍ଗ ଆରମ୍ଭ ହେଲା ମାଧୁରୀ ଟିକିଏ ଲେଟ ରେ ଆସି ଯୋଗଦେଲେ.  ଗୋଟିଏ ଫିକା ସାଗୁଆ  ରଙ୍ଗର ଶାଢ଼ୀ ସହ ମ୍ୟାଚିଙ୍ଗ ରଙ୍ଗର ହାତ କଟା ବ୍ଲାଉଜ. ମୋତେ ଦେଖୁ ଦେଖୁ ଚିହିଁଗଲେ.

ମିଟିଙ୍ଗ ପରେ କହିଲେ Mr.ସ୍ୱରୂପ I want to talk to you on some other matter can i come to your  chamber for sometime. ମୁଁ କହିଲି ଓଃ sure mam. ସେ ମୋ ଚାମ୍ବରକୁ ଆସିଲେ ଓ ମୁରୁକି ହସି କହିଲେ well done  Swaroop I am proud  of you.ଏହା କହି  ମୋ ଗାଲକୁ ଆସ୍ତେ ଚୁମିଟି ଦେଇ  କହିଲେ ବଦମାସ ଲୁଚିକି କାହିଁକି ଗଲ  ମୋତେ କହିଦେଇ ଯାଇଥିଲେ ମୁଁ କଣ ତୁମକୁ ଛାଡ଼ିନଥାନ୍ତି?? ଏହା କହି ମୋ ରୂମରୁ ଚାଲିଗଲେ.

ମୁଁ ଏବେବି  ଭାବୁଛି କି ଠିକ  କରିଥିଲି କି ଭୁଲ……….
ବନ୍ଧୁଗଣ ଏହା  ଥିଲା ମୋ କାହାଣୀ….. ଆପଣଙ୍କୁ ଅନୁରୋଧ ଆପଣଙ୍କ ସୁଚିନ୍ତିତ ମତାମତ ମୋତେ email ରେ ଜଣାଇବେ  ମୋ id ହେଲା  roleplaymale01@gmail.com. ଆପଣଙ୍କ ମତାମତ ଅପେକ୍ଷା ରେ  ରହିଲି.





No comments:

Post a Comment

ପ୍ଲିଜ କମେଟ କରନ୍ତୁ

ଓଡ଼ିଆ ଯୌନ ଗଳ୍ପ

ଦୁର୍ଗାପୂଜାରେ ମୋ ମାଆର ସେକ୍ସ୍ ମସ୍ତି

    ଦୁର୍ଗାପୂଜାରେ ମୋ ମାଆର ସେକ୍ସ୍ ମସ୍ତି     ନମସ୍କାର ବନ୍ଧୁଗଣ, ମୋ ନାଆଁ ଅପୁର୍ବ । ମୋ ବୟସ ୨୪ ବର୍ଷ । ମୁଁ ଜଣେ ବଙ୍ଗାଳୀ ଯୁବକ । ମୋ ଘର କୋଲକତା। କିନ୍ତୁ ମୁଁ...